Get Updates
Get notified of breaking news, exclusive insights, and must-see stories!

କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ; ଆଜି ଏକନାଥ ସିନ୍ଦେ ଦେଇ ପାରନ୍ତି ଇସ୍ତଫା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସସପେନ୍ସ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଏକନାଥ ସିନ୍ଦେ।ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ରହିଛନ୍ତି ଦେବେନ୍ଦ୍ର ଫଡନାବିସ। ଚର୍ଚ୍ଚା ହେଉଛି ଫଡନାବିସଙ୍କୁ ସମର୍ଥନ କରିଛି ଅଜିତ ପାୱାରଙ୍କ ଏନସିପି। ସେହିପରି ଶିବସେନା ନେତା ଏକନାଥ ସିନ୍ଦେ ପୁଣି ଥରେ ମହାରାଷ୍ଟ୍ର ସିଏମ ହୁଅନ୍ତୁ ବୋଲି ଦାବି କରୁଛନ୍ତି।

Maharashtra Assembly Election 2024

ଏସବୁ ଭିତରେ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ଦେବେନ୍ଦ୍ର ଫଡନାବିସ୍। କୁହାଯାଉଛି ସରକାର ଗଠନ ନେଇ ସେ ବିଜେପିର ଟପ୍ ନେତାଙ୍କୁ ଭେଟିପାରନ୍ତି। ଏମିତି ଚର୍ଚ୍ଚା ଆଲୋଚନା ଭିତରେ ସମସ୍ତଙ୍କର ନଜର ରହିଛି ମହାୟୁତି କାହାକୁ ଦେବେ ସିଏମ୍ ଚୌକି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ଏକାକୀ ୧୩୩ ସିଟ୍ ଜିତିଛି। ଯାହାକି ବହୁମତଠାରୁ ମାତ୍ର ୧୨ କମ୍। ଶିବସେନା ୫୭ ଓ ଏନସିପି ଜିତିଛି ୪୧ ସିଟ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+