Get Updates
Get notified of breaking news, exclusive insights, and must-see stories!

କିଏ ଏହି ନାୟବ ସିଂ ସୌନି ? ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ରାଜନୈତିକ ମାହୋଲ ଉଷ୍ମ ହୋଇଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ରାଜ୍ୟରେ ଏକ ନୂଆ ସରକାର ଗଠନ ହେବାକୁ ଯାଉଛି । ଯଦିଓ ବିଜେପି ସରକାର ଗଠନ କରିବା ପାଇଁ କୌଣସି ଅସୁବିଧା ନାହିଁ , କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ନୂଆ ସିଏମଙ୍କ ଚେହେରାକୁ ନେଇ । ଏକ ରିପୋର୍ଟ ଅନୁଯାୟୀ, ନାଏବ ସିଂ ସୌନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତିି । ତେବେ କିଏ ଏହି ନାଏବ ସିଂ ସୌନି ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସବୁ କିଛି

-ନାୟବ ସିଂ ସାଇନି ହରିୟାଣାର ଭାରତୀୟ ଜନତା ପାର୍ଟି (ବିଜେପି) ର ଜଣେ ଭେଟେରାନ ନେତା ଏବଂ ବର୍ତ୍ତମାନ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ ଲୋକସଭା ସାଂସଦ ଅଛନ୍ତି ।
-ବର୍ତ୍ତମାନ ନୟବ ସିଂ ସାଇନି ହରିୟାଣା ବିଜେପିର ସଭାପତି ଅଛନ୍ତି ।
-୨୭ ଅକ୍ଟୋବର ୨୦୨୩ ରେ ବିଜେପି ତାଙ୍କୁ ହରିୟାଣାର ରାଜ୍ୟ ସଭାପତି କରିଥିଲା ।

nayab singh saini
-ନାୟବ ସିଂ ସୌନି ୨୫ ଜାନୁୟାରୀ ୧୯୭୦ ରେ ଅମ୍ବାଲାର ଏକ ଛୋଟ ଗାଁ ମିଜାପୁର ମଜ୍ରାଠାରେ ଜନ୍ମଗ୍ରହଣ କରିଥିଲେ ।
-ମୁଜାଫରପୁରରେ ନାଏବ ସିଂ ସୌନି , ବି ଆର ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ସେ ମେରୁଟ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି ।
- ନାୟବ ସିଂ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+