କେଉଁ ଦିନ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍

Union Budget 2025: 2025 ମସିହା ପାଇଁ ଖୁବ୍ ଶୀଘ୍ର ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ଯାହା ଉପରେ ରହିଛି ଭାରତ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଧନୀ ଲୋକଙ୍କ ନଜର । ଏହି ବଜେଟରୁ ଅନେକ ଆଶା ରହିଛି ଏବଂ ଅନେକ ରହିଛନ୍ତି ସୁଯୋଗ ଅପେକ୍ଷାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ମାସରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି।

ପାରମ୍ପରିକ ଭାବରେ, ପ୍ରତିବର୍ଷ ଫେବୃଆରୀ 1 ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହୁଏ। ଏହି ବର୍ଷ ମଧ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1 ଫେବୃଆରୀ 2025 ରେ ବଜେଟ୍ ଉପସ୍ଥାପନ କରି ପାରନ୍ତି । ହେଲେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଜାରି କରାଯାଇ ନାହିଁ ।

Union Budget

ପୂର୍ବରୁ ଭାରତରେ ସନ୍ଧ୍ୟାରେ ବଜେଟ୍ ଉପସ୍ଥାପିତ ହେଉଥିଲା। 90 ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ, ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ ସନ୍ଧ୍ୟା 5ଟାରେ ଏହା ଘୋଷଣା କରାଯାଉଥିଲା। 1997 ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଲା, ଯେତେବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ବଜେଟ୍ ଉପସ୍ଥାପନର ସମୟକୁ ସକାଳ 11 ଟାକୁ ପରିବର୍ତ୍ତନ କରିଥିଲେ ।

ବଜେଟ୍ 2025 ଦୂରଦର୍ଶନ ଏବଂ ସଂସଦ ଟିଭିରେ ସିଧା ଦେଖାଯାଇପାରିବ। ଏହା ସହିତ, ଏହା ଫେବୃଆରୀ 1 ତାରିଖ ସକାଳ 11 ଟାରୁ ଦୂରଦର୍ଶନ ଏବଂ ସଂସଦ YouTube ଚ୍ୟାନେଲଗୁଡ଼ିକରେ ଷ୍ଟ୍ରିମ୍ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+