Get Updates
Get notified of breaking news, exclusive insights, and must-see stories!

ଜୁନ୍ ୨୯ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେଉଁ ବୟସର ବ୍ୟକ୍ତି କରିପାରିବେ ଯାତ୍ରା

Amarnath yatra 2024: ଜୁନ୍ ୨୯ରୁ ଆରମ୍ଭ ହେବ ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା । ଯାହା ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି । ୫୨ ଦିନ ଧରି ତୀର୍ଥଯାତ୍ରୀ ଅମରନାଥଙ୍କ ଦର୍ଶନ କରିପାରିବେ । ଜୁନ୍ ୧୯ ତାରିଖକୁ ବାବା ଅମରନାଥଙ୍କ ପ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବା ପାଇଁ ମିଳିଥାଏ । ଭକ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।

କିପରି କରିବେ ଅମରନାଥ ଯାତ୍ରା

ଅମରନାଥ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ସମ୍ପୁର୍ଣ୍ଣ ପ୍ରସ୍ତୁତି ହୋଇ ଯିବା ପାଇଁ ପଡିବ ଯେଉଁଥି ପାଇଁ କିଛି ଆବଶ୍ୟକ ସାମଗ୍ରୀ ଏବଂ କାଗଜପତ୍ରର ଆବଶ୍ୟକତା ରହିଛି । ଯାତ୍ରା ପୂର୍ବରୁ RFID ଟ୍ୟାଗ୍ ସଂଗ୍ରହ କରିନିଅନ୍ତୁ । ଏହାକୁ ଯାତ୍ରା ସମୟରେ ପିନ୍ଧିବା ଅତ୍ୟନ୍ତ ଜରୁରି । ଏହା SASB ଦ୍ୱାରା ଜାରି କରାଯାଇଥାଏ ।

Amarnath yatra 2024

ଅମରନାଥ ଯାତ୍ରା ପୁରା କରିବା ପାଇଁ ଅଧିକ ସମୟ ଲାଗିଥାଏ । ଏଥି ପାଇଁ ବାଟରେ କିଛି ସମୟ ବିଶ୍ରାମ କରିବା ସହ ଧୀରେ ଧୀରେ ପାହାଡ଼ ଚଢିବା ଉଚିତ୍ ।

ଅତ୍ୟଧିକ ଥଣ୍ତା ସ୍ଥାନ ଦେଇ ଆପଣଙ୍କୁ ଯାତ୍ରା କରିବା ପାଇଁ ପଡିବ ସେଥିପାଇଁ ସ୍ୱତନ୍ତ୍ର ବସ୍ତ୍ର ଏବଂ ଜୋତା ପିନ୍ଧିବା ଉଚିତ୍ ।

ସାଥିରେ ଔଷଧ ରଖିବା ପାଇଁ ଭୁଲନ୍ତୁ ନାହିଁ, ଯାତ୍ରା କରିବା ସମୟରେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ

ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ, ବିପଦ ସ୍ଥାନରୁ ଦୂରରେ ରୁହନ୍ତୁ ।

ଅମରନାଥ ଯାତ୍ରା ପଞ୍ଜିକରଣ ପାଇଁ ଜଣେ ପ୍ରାଧିକୃତ ଡାକ୍ତରଙ୍କ ଦ୍ୱାରା ଜାରି କରାଯାଇଥିବା ବୈଧ ସ୍ୱାସ୍ଥ୍ୟ ପ୍ରମାଣପତ୍ର ସାଥିରେ ନେଇକି ଯାଆନ୍ତୁ ।

ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୈଧ ପରିଚୟ ପତ୍ର ସାଥିରେ ରଖନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+