Get Updates
Get notified of breaking news, exclusive insights, and must-see stories!

ବିଜୟ ଓ ପରାଜୟ ରାଜନୀତିର ଗୋଟିଏ ଅଂଶବିଶେଷ: ପିଏମ ମୋଦି

ନୂଆଦିଲ୍ଲୀ: ଦେଶରେ ବିଜେପି ଏକାକୀ ସରକାର ଗଠନ କରିବାକୁ ଚଳିତ ଲୋକସଭା ନିର୍ବାଚନରେ ସକ୍ଷମ ହୋଇନାହିଁ । ଦଳ ୨୪୦ଟି ଆସନ ଜିତିଥିବା ବେଳେ ମ୍ୟାଜିକ ନମ୍ବର ଠାରୁ ୩୨ ଦୂରରେ ରହି ଯାଇଛି । ତେଣୁ ଦଳକୁ ସରକାର ଗଠନ ପାଇଁ ସହଯୋଗୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ । ବିଜେପିର ସହଯୋଗୀ ଦଳମାନେ ୫୨ଟି ଆସନ ଜିତିଥିବାରୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ସେ ତାଙ୍କର ଦ୍‌ତୀୟ ପାଳି ସରକାରର ଶେଷ କ୍ୟାବିନେଟ୍ ବୈଠକ ଡକାଇଥିଲେ । ବୈଠକରେ ସେ କହିଥିଲେ ଯେ, ଜିତିବା ଏବଂ ହାରିବା ରାଜନୀତିର ଏକ ଅଂଶ । ଏଥିରେ ନମ୍ବର ଗେମ୍ ଚାଲୁରହିବା ଏକ ସ୍ୱାଭାବିକ କଥା ।

Narendra modi

ସଂଖ୍ୟାର ଖେଳ ଜାରି ରହିବ । ଆପଣମାନେ ସମସ୍ତେ କଠିନ ପରିଶ୍ରମ କରିଛନ୍ତି ।" ୧୦ ବର୍ଷ ଧରି କେନ୍ଦ୍ରମନ୍ତ୍ରୀମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଏଥିରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି । ବୈଠକରେ ଲୋକସଭାକୁ ଭାଙ୍ଗିବା ପାଇଁ ସୁପାରିଶ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ କ୍ୟାବିନେଟ୍ ସଦସ୍ୟ ଇସ୍ତଫା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+