Get Updates
Get notified of breaking news, exclusive insights, and must-see stories!

ପୁଣି କମିଲା କମର୍ସିଆଲ ସିଲିଣ୍ତର ଦାମ୍: ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ତର ପରେ କମିଲା କମର୍ସିଆଲ ଗ୍ୟାସ ସିଲିଣ୍ତର ଦର । ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ତର ଦର ୧୫୮ ଟଙ୍କା ହ୍ରାସ୍ ପାଇଛି । ଆଜିଠୁ ନୂଆ ଦର ଲାଗୁ ହେବା ନେଇ ସୂଚନା ରହିଛି ।

lpg price

ସୂଚନା ଅନୁସାରେ, ଆଜିଠୁ ନୂଆ ଦର ଲାଗୁ ହେବ । ଦେଶର ରାଜଧାନୀ ନୂଆଦିଲ୍ଲୀରେ ୧୯ କେଜିଆ କମର୍ସିଆଲ ଗ୍ୟାସ୍ ସିଲିଣ୍ତର ଦର ୧୫୨୨.୫୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ୧୬୮୦ ଟଙ୍କା ଥିଲା । ସେହିପରି କୋଲକତାରେ ନୂଆ ଦର ଲାଗୁ ହେବା ପରେ କମର୍ସିଆଲ ଗ୍ୟାସ୍ ସିଲିଣ୍ତର ମୂଲ୍ୟ ୧୮୦୨.୫୦ ଟଙ୍କାରୁ କମ୍ ହୋଇ ୧୬୩୬ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପୂର୍ବରୁ ୧୬୪୦.୫୦ ଟଙ୍କା ଥିବା ବେଳେ ଏବେ କମ ହୋଇ ୧୪୮୨ ଟଙ୍କାରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+