Lawrence Bishnoi: ସକାଳୁ ଓଠି ପ୍ରଥମେ କ'ଣ କରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

Lawrence Bishnoi News: ବାରମ୍ବାର ସଲମାନ ଖାନଙ୍କୁ ହତ୍ୟା ଧମକ ପରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲରେନ୍ସ ଗ୍ୟାଙ୍ଗର ପ୍ରାୟ 700 ସଦସ୍ୟ ସାରା ଦେଶରେ ଅଛନ୍ତି । ଲରେନ୍ସ ବିଷ୍ଣୋଇ କିପରି ଅପରାଧ ଜଗତର ରାଜା ହେଲେ ତାହା ହୁଏତ କେହି ଜାଣି ନାହାଁନ୍ତି ହେଲେ ଲରେନ୍ସ ବିଷ୍ଣୋଇ ସହ ଜଡିତ କିଛି ବିଶେଷ ତଥ୍ୟ ତାଙ୍କ ଓକିଲ ରଜନୀ ପ୍ରକାଶ କରିଛନ୍ତି।

Lawrence Bishnoi

ଆଜତକ୍ ରେଡିଓରେ ଏକ ସାକ୍ଷାତକାର ସମୟରେ ଓକିଲ ରଜନୀ କହିଛନ୍ତି ଯେ, ଯେତେବେଳେ ଲରେନ୍ସ ବିଷ୍ଣୁଙ୍କୁ ତିହାର ଜେଲରେ ରଖାଯାଇଥିଲା, ସେଠାରେ ସପ୍ତାହରେ ଥରେ ତାଙ୍କ ସହ ଦେଖା ହେଉଥିଲା । ଲରେନ୍ସ ବିଷ୍ଣୋଇ ଚାହୁଁଛନ୍ତି ଯେ ସଲମାନ ଖାନ ବିଷ୍ଣୋଇ ସମ୍ପ୍ରଦାୟର ପ୍ରସିଦ୍ଧ ମନ୍ଦିର ପରିଦର୍ଶନ କରି କ୍ଷମା ମାଗନ୍ତୁ । ଲରେନ୍ସ ପ୍ରତ୍ୟେକ ଦିନ ସକାଳୁ ଉଠି ପ୍ରଥମେ ସୂର୍ଯ୍ୟ ନମସ୍କାର 108 ଥର କରନ୍ତି, ପୂଜା ସହିତ ତାଙ୍କ ଦିନ ଆରମ୍ଭ କରନ୍ତି । ସେହିପରି ସେ ପ୍ରତ୍ୟେକ ଦିନ ସୁନ୍ଦରକଣ୍ଡା ପାଠ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+