ପଶ୍ଚିମବଙ୍ଗରେ କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ହେଲା ବନ୍ଦ

West Bengal News: ହିଂସାକାଣ୍ତ ପାଇଁ ପୁଣି ଆଶାନ୍ତ ହୋଇ ପଡିଛି ପଶ୍ଚିମବଙ୍ଗ । ରାଜ୍ୟରେ ମୁର୍ସିଦାବାଦ ଜିଲ୍ଲା ପୁଣି ଥରେ ସାମ୍ପ୍ରଦାୟକି ହିଂସାକୁ ନେଇ ଚର୍ଚ୍ଚାରେ ରହିଛି । ମୁର୍ସିଦାବାଦ ବେଲଡାଙ୍ଗାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ଯାହା ପରେ ସ୍ଥିତି ଅଧିକ ବିଗିଡି ଯାଇଛି । ଯେଉଁଥିପାଇଁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ ଡିଜିଟାଲ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ ବିବାଦ ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଧା ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଏହି ମାମଲାକୁ ନେଇ ସରଗରମ ରହିଛି ରାଜନୀତି ମାହୋଲ । ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି , ସେହିପରି କଂଗ୍ରେସ କହିଛି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହି ସଂଘର୍ଷରେ କିଛି ଲୋକ ଆହତ ହୋଇଛନ୍ତି । ବିବାଦକୁ ରୋକିବା ପାଇଁ ପ୍ରଭାବିତ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

West Bengal

ତେବେ ପୂଜା ପଣ୍ତାଲ ନିକଟରେ ଲାଗିଥିବା ଡିସପ୍ଲେ ବୋର୍ଡ ଲେଖାଯାଇଥିବା ବାର୍ତ୍ତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲା । ପରସ୍ପରକୁ ଲାଗିରେ ଆକ୍ରମଣ କରିବା ସହ ପଥର ପିଙ୍ଗିବା ପର ଘଟଣା ସାମ୍ନାକୁ ଆସିଥିଲା। ଏପରି କିଛି ସ୍ଥାନରେ ଦେଶି ବୋମା ମାଡ଼ କରାଯାଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ସୁ୍ଦ୍ଧା ପୋଲିସ ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+