ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମମତା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୁଧବାର (ଜାନୁଆରୀ 24) ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି ।

Mamata Banerjee

ଅନ୍ୟ ଏକ ଗାଡିକୁ ଧକ୍କା ଦେବା ପୂର୍ବରୁ ହଠାତ୍ ମମତା ବାନାର୍ଜୀଙ୍କ କାର ଅଟକି ଯାଇଥିଲା। ଏହି କାରଣରୁ ଏହି ଦୁର୍ଘଟଣା ଘଟିଛି | ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ବର୍ଦ୍ଧମାନରୁ କୋଲକାତା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ବାନାର୍ଜୀଙ୍କ କାର ସମ୍ମୁଖରେ ଆଉ ଏକ କାର ଆସିଲା ହଠାତ ତାଙ୍କ କରରେ ବ୍ରେକ ଲାଗିବାରୁ ଏମିତି ଦୁର୍ଘଟଣା ଘଟିଛି । ଖରାପ ପାଗ ହେତୁ ସେ ହେଲିକପ୍ଟର ଯୋଗେ ଯାତ୍ରା କରୁନଥିଲେ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କାର ଦୁର୍ଘଟଣାରେ ମମତା ବାନାର୍ଜୀ ଆହତ ହେବା ବିଷୟରେ ଆମେ ଶୁଣିଛୁ। ଆମେ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛୁ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+