ବିଜେପି କାର୍ଯ୍ୟାଳୟରେ ବୁଲିଲା ବୁଲଡୋଜର

କୋଲକାତା : ନିର୍ବାଚନ ସରୁ ସରୁ ଆକ୍ସନ ମୋଡ଼ରେ ଟିଏମସି ସରକାର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୁଲିସ । ଏହା ଅଧୀନରେ କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି ।

bjp

କୋଲକାତାର ତାରାତାଲାର ଗୋରାଗାଚାସ୍ଥିତ ବିଜେପି ଅଫିସରେ ପୁଲିସ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଉକ୍ତ ଅଫିସଟି ଜବରଦଖଲ ଜମିରେ ତିଆରି ହୋଇଥିବା ପୁଲିସ କହିଛି । ପଶ୍ଚିମବଙ୍ଗ ପୋଲିସ ଗତ ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରେ ଫୁଟପାଥରେ ସ୍ଥାପିତ ହଜାର ହଜାର ଦୋକାନକୁ ହଟାଇ ଦେଇଛି । ଫୁଟପାଥରେ ପ୍ରବେଶ କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ ଦ୍ୱାରା ପରିଚାଳିତ ଏହି ଅଭିଯାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+