ଆମେ ଇଟାର ଜବାବ ପଥରରେ ଦେବୁ', ପୁଣି ପାକିସ୍ତାନ ଉପରେ ବର୍ଷିଲେ ମୋଦି
ଗୁଜୁରାଟ ଗସ୍ତର ଦ୍ବିତୀୟ ଦିନରେ ମୋଦିଙ୍କ ଅଭିଭାଷଣ । ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାତୃଭୂମି ପ୍ରତି ଅପାର ପ୍ରେମ ଦେଖିବାକୁ ମିଳୁଛି' । ଭାରତ ବୀର ଯୋଦ୍ଧାମାନଙ୍କ ଭୂମି ଅଟେ' ।
ଆତଙ୍କବାଦର କଣ୍ଟାକୁ କାଢ଼ିକି ହିଁ ରହିବୁ' ।'ପାକିସ୍ତାନକୁ ଜଣା ଯୁଦ୍ଧରେ ଜିତି ପାରିବେ ନାହିଁ' ।

ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନୁ' । ଆମେ ପ୍ରଗତି ଚାହୁଁଛୁ, ଦେଶର ବିକାଶ ଚାହୁଁଛୁ' । ଆମେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରୁ' । ପ୍ରତିଟି ଆକ୍ରମଣର ସଠିକ୍ ଜବାବ ମିଳିବ' । ଆମେ ଇଟାର ଜବାବ ପଥରରେ ଦେବୁ' ।












Click it and Unblock the Notifications