ଓ୍ୱାଇନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୫୭କୁ ବୃଦ୍ଧି

Wayanad Landslides: ପ୍ରବଳ ବର୍ଷା ହେତୁ କେରଳର ଓ୍ୱାଏନାଡ ଜିଲ୍ଲାରେ ଭୂସ୍ଖଳନ ହୋଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୫୭ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଏବେ ଫସି ରହିଥିବା ନେଇ ସୂଚନା ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ୧୦ ଜଣଙ୍କ ପରିଚୟ ମିଳିଛି । ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ
ଏଜିମାଲାରୁ ଏକ ନୌସେନା ଦଳ ଘଟଣାସ୍ଥଳରେ ପହଞ୍ଚିଛି ।

ପୂର୍ବରୁ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହପିରି ସେନାର ଇଞ୍ଜିନିୟରିଂ ଟିମ୍ ମଧ୍ୟ ୱାଏନାଡରେ ପହଞ୍ଚିଥିବା ନେଇ ସୂଚନା ରହିଛି । ସେହପିରି ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ସ୍ଥାନରେ ଲ୍ୟାଣ୍ତ କରି ନ ପାରି ଫେରି ଆସିଛି ୨ଟି ହେଲିକପ୍ଟର ।

Wayanad Landslides

ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ମଧ୍ୟ ଲୋକମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ଯାହା ନିମ୍ନଲିଖିତ ଅଟେ

9656938689
8086010833

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+