Get Updates
Get notified of breaking news, exclusive insights, and must-see stories!

ୱାଏନାଡ ଭୂସ୍ଖଳନ: ୩୦୦ ଲୋକ ନିଖୋଜ, ମାଟି ତଳୁ ଜୀବନ ଖୋଜିବ ରାଡାର୍‌ ଡ୍ରୋନ୍‌

Wayanad Landslides: ୱାଏନାଡ ଭୂସ୍ଖଳନରେ ପ୍ରକୃତିର ତାଣ୍ତବ ଦେଖିବା ପାଇଁ ମିଳିଛି । ଭୂସ୍ଖଳରେ ପ୍ରାୟ ୩୦୦ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ତିନି ଶହ ଲୋକ ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଖୋଜିବା ପାଇଁ ରାତି ଦିନ କାର୍ଯ୍ୟ ଜାରି ରଖିଛି ଉଦ୍ଧାରକାରୀ ଟିମ୍ । ମାଡି ତଳେ ଅନେକ ଜୀବନ ଏବେ ବି ଫସି ରହିଛି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଡାର୍ ଡ୍ରୋନର ସହାୟତା ନିଆଯିବ ।

Wayanad Landslides
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+