ବିହାରରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୭.୧୪% ମତଦାନ

ବିହାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୭.୧୪%ରେ ପହଞ୍ଚିଛି। ଏହା ସହିତ ୨୭ ବର୍ଷର ରେକର୍ଡ ଭଙ୍ଗ ହୋଇଛି। ଚଳିତ ନିର୍ବାଚନରେ ମତଦାନ ପୂର୍ବ ନିର୍ବାଚନଗୁଡ଼ିକର ରେକର୍ଡ ଭାଙ୍ଗିଛି। କାରଣ ପୂର୍ବ ନିର୍ବାଚନଗୁଡ଼ିକ ମଧ୍ୟରୁ ୧୯୯୮ରେ ସର୍ବାଧିକ ୬୪.୬% ମତଦାନ ହୋଇଥିଲା।

voter

୨୦୦୦ ମସିହାରେ ୬୨.୫୭% ମତଦାନ ହୋଇଥିଲା। ଏଥର ପ୍ରଥମ ପର୍ଯ୍ୟାୟରେ ୬୫%ରୁ ଅଧିକ ମତଦାନ ହୋଇଥିବାବେଳେ ୨ୟ ପର୍ଯ୍ୟାୟରେ ଅପରାହ୍ନ ୫ଟା ମଧ୍ୟରେ ୬୭.୧୪% ମତଦାନ ହୋଇଛି। ଯାହାଫଳରେ ମୋଟ ମତଦାନ ହାର ୬୫% ପ୍ରତିଶତ ଅତିକ୍ରମ କରିଛି। ତେଣୁ ଚଳିତ ନିର୍ବାଚନରେ ମତଦାନ ହାର ସବୁ ରେକର୍ଡ ଭାଙ୍ଗିଛି ବୋଲି ଅନୁମାନ କୁହାଯାଉଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ୩ କୋଟି ୭୦ ଲକ୍ଷରୁ ଅଧିକ ମତଦାତାଙ୍କ ନାମ ଭୋଟର ସୂଚୀରେ ରହିଛି। ଏହି ପର୍ଯ୍ୟାୟରେ ୧୨୨ ଆସନରେ ୧୩୦୨ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+