ଭିଏଲସି ଉପରୁ ହଟିଲା ବ୍ୟାନ, ଏବେ କରିପାରିବେ ଭିଡିଓ ଡାଉନଲୋଡ
ଭିଏଲସି ଉପରୁ ହଟିଲା ବ୍ୟାନ । ଏବେ ୟୁଜର୍ସ କରିପାରିବେ ଭିଡିଓ ଡାଉନଲୋଡ ।
ନୂଆଦିଲ୍ଲୀ: ମଲ୍ଟିମିଡିଆ ପ୍ଲେୟାର ଭିଏଲସି ଉପରୁ ହଟିଲା ବ୍ୟାନ। ବର୍ତ୍ତମାନ ୟୁଜର୍ସ କରିପାରିବେ ଭିଡିଓ ଡାଉନଲୋଡ। କିଛି ମାସ ତଳେ ଭାରତ ସରକାରଙ୍କ ପକ୍ଷରୁ ଏହା ଉପରେ ଲାଗିଥିଲା ବ୍ୟାନ । ଆଜି ଆଇଟି ଏବଂ ଇଲୋକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଏହା ଉପରୁ ନିଷିଦ୍ଧାଦେଶ ହଟାଇଛି ।

ଯଦି ଭାରତ ସରକାର ବ୍ୟାନ ପାଇଁ ଉପଯୁକ୍ତ କାରଣ ନ ଦେବେ, ତେବେ ଭିଡିଓଲୋନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଧମକ ଦେଇଥିଲା। ଏହାପରେ ଭାରତ ସରକାର ସମୀକ୍ଷା କରିଥିଲେ । କମ୍ପାନୀ ସଠିକ ଭାବରେ ନିଜର ପକ୍ଷ ରଖିଥିଲା । ଏହାପରେ ଭିଏଲସି ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି।












Click it and Unblock the Notifications