Get Updates
Get notified of breaking news, exclusive insights, and must-see stories!

ମଣିପୁରରେ ପୁଣି ହିଂସା: ୧ ମୃତ, ୨୭ ଆହତ

Manipur News: ପୁଣି ମଣିପୁରରେ ହିଂସା । ପ୍ରାୟ ୨ ବର୍ଷ ପରେ କୁକି ଓ ମୈତେଇ ସମ୍ପ୍ରଦାୟର ଲୋକେ ମୁକ୍ତ ଯାତାୟାତ କରିବା ଆରମ୍ଭ କରିଥିଲେ । ହେଲେ ଏହାରି ମଧ୍ୟରେ ପୁଣି ହିଂସା ଦେଖିବା ପାଇଁ ମିଳିଛି । କୁକୁ ସମ୍ପ୍ରଦାୟର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ଇମ୍ଫାଲ-ଦିମାପୁର ରାଜରାସ୍ତାରେ ଘଟିଛି ।

Violence again in Manipur

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଣିପୁରରେ ଅବାଧ ବିତରଣ ହଟାଇବା ପରେ ଏହି ଘଟଣା ଘଟିଛି । ଶନିବାର ଇମ୍ଫାଲ, ଚୁରାଚାନ୍ଦପୁର, କାଙ୍ଗପୋକପି, ବିଷ୍ଣୁପୁର ଏବଂ ସେନାପତିକୁ ସଂଯୋଗ କରୁଥିବା ରାସ୍ତାରେ ବସ୍ ଚଳାଚଳ ଆରମ୍ଭ ହେବା ମାତ୍ରେ କୁକି ସମ୍ପ୍ରଦାୟର ଲୋକମାନେ ବିରୋଧ କରିବା ଆରମ୍ଭ କରିଥିଲେ ।

ଘଟଣା ବିଷୟରେ ସୂଚନା ପାଇ ସୁରକ୍ଷା କର୍ମିମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିଥିଲେ ଏବଂ ଟିୟର ଗ୍ୟାସ ପ୍ରୟୋଗ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+