ଘୁଞ୍ଚିଲା ଭିନେଶ ଫୋଗଟଙ୍କ ପଦକ ଆବେଦନର ଶୁଣାଣି
Vinesh Phogat News: ଘୁଞ୍ଚିଲା ଭିନେଶ ଫୋଗଟଙ୍କ ପଦକ ଆବେଦନର ଶୁଣାଣି । ୧୩ ତାରିଖ ରାତି ୯ଟା ୩୦ ରେ ଶୁଣାଣି ହେବା ନେଇ ସୂଚନା ରହିଛି । ପୂର୍ବରୁ ୧୧ ତାରିଖରେ ଏହି ଶୁଣାଣି ହେବାର ଥିଲା ହେଲେ ୧୩ ତାରିଖରେ ଶୁଣାଣି ହେବା ନେଇ CASଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭିନେଶ ଫୋଗଟ୍ ।













Click it and Unblock the Notifications