ତ୍ରିଚି ଆସନରୁ ଇସ୍ତଫା ଦେଲେ ବିଜୟ

ଟିଭିକେ ନେତା ଚନ୍ଦ୍ରଶେଖର ଯୋଶେଫ ବିଜୟ ରବିବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସଦ୍ୟ ସମାପ୍ତ ବିଧାନସଭା ଆସନରେ ବିଜୟ ଦୁଇଟି ଆସନ ଯଥା ତିରୁଚିରାପଲ୍ଲୀ-ପୂର୍ବ (ତ୍ରିଚି) ଓ ପେରାମ୍ବୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ଉଭୟ ଆସନରେ ବିଜୟୀ ହୋଇଛନ୍ତି। ତେବେ ବିଜୟ ରବିବାର ତ୍ରିଚି ଆସନରୁ ଇସ୍ତଫା ଦେଇଥିବା ଜଣାପଡିଛି। ବିଜୟ ତ୍ରିଚି ଆସନରେ ଡିଏମକେ ପ୍ରାର୍ଥୀ ଏସ.ଇନିଗୋ ଇରୁଦାୟାରାଜଙ୍କୁ ଏବଂ ପେରାମ୍ବୁର ଆସନରେ ଡିଏମକେର ଆର.ଡି.ଶେଖରଙ୍କୁ ପରାସ୍ତ କରିଛନ୍ତି।

Vijay
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+