Get Updates
Get notified of breaking news, exclusive insights, and must-see stories!

ଆଜି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପରକୁ ଉଦ୍ଘାଟନ କରିବେ । ଏହି ଅତ୍ୟାଧୁନିକ ଟ୍ରେନ ହାୱଡାରୁ ଗୁଆହାଟୀ ମଧ୍ୟରେ ଚାଲିବ । ୧୮୦ କିମି ପ୍ରତି ଘଣ୍ଟା ସ୍ପିଡରେ ଚାଲିବାକୁ ଥିବା ଏହି ଟ୍ରେନରେ ବିଳାସପୂର୍ଣ୍ଣ ବାର୍ଥ, ହାଇ ସ୍ପିଡ ୱାଇ-ଫାଇ, ସିସିଟିଭି, ଅଟୋମେଟିକ ଡୋର୍ ଏବଂ ଫାୟର ସେପ୍ଟି ଭଳି ସୁବିଧା ରହିଛି । କେବଳ କନଫର୍ମ ଟିକେଟ୍ ଯାତ୍ରୀ ଯାତ୍ରୀ କରିପାରିବେ । ଏଥିରେ ୱେଟିଂ ଲିଷ୍ଟ କିମ୍ବା ଆରଏସି ସୁବିଧା ନାହିଁ । କମ୍ ଦାମରେ ବିମାନ ଭଳି ଅନୁଭବ ଦେବାକୁ ଭାରତୀୟ ରେଳବାଇ ଏକ ବଡ଼ ପ୍ରୟାସ କରିଛି ।

vande bharta

ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ହାୱଡାରୁ କାମାକ୍ଷା ଯିବ । ଆଜି ଅପରାହ୍ନ ୧ଟାରେ ଟ୍ରେନକୁ ନୀଳପତାକା ଦେଖାଇ ଉଦ୍ଘାଟନ କରିବେ ମୋଦି । ଏହି ଟ୍ରେନ ଏବେ ମାଲଦା ଷ୍ଟେସନରେ ରହିଛି । ଯାହାକୁ ଅତି ସୁନ୍ଦର ଭାବେ ସଜାଯାଇଛି ।ଏହି ଟ୍ରେନରେ ଭିଆଇପି ନିୟମ ନାହିଁ । ଟ୍ରେନରେ ଆରଏସି କିମ୍ବା ଭୋଟିଂ ଲିଷ୍ଟ ମଧ୍ୟ ନାହିଁ । କେବଳ ଯାତ୍ରୀଙ୍କୁ କନଫର୍ମ ଟିକେଟ ଥିଲେ ହିଁ ଏଣ୍ଟ୍ରି ମିଳିବ । ଏହି ଟ୍ରେନରେ ଯାତ୍ରା କରିବା ଦ୍ବାରା ପ୍ରିମିୟମ ଏବଂ ସୁରକ୍ଷିତ ବାତାବରଣ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+