ଆଉ ମାତ୍ର ୨ ମିଟର୍ ଦୂରତା: ଅପେକ୍ଷାରେ ପରିଜନ, ଆମ୍ବୁଲାନ୍ସରେ ଶ୍ରମିକଙ୍କ ସହ ଡାକ୍ତରଖାନା ଯିବେ
Uttarkashi tunnel collapse: ଗତ 17 ଦିନ ଧରି ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ଶ୍ରମିକମାନଙ୍କୁ ଯେକୌଣସି ସମୟରେ ବାହାରକୁ ଆସିପାରନ୍ତି । ଶ୍ରମିକଙ୍କ ପରିବାର ସଦସ୍ୟ ମଧ୍ୟ ଟନେଲ୍ ନିକଟରେ ପହଞ୍ଚି ସାରିଛନ୍ତି । ଶ୍ରମିକମାନେ ଟନେଲରୁ ବାହାରିବା ମାତ୍ରେ ପ୍ରାରମ୍ଭିକ ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ପରେ ସମସ୍ତ ଶ୍ରମିକଙ୍କୁ ବାୟୁ ସେନାର ଚିନୁକ୍ ଏୟାରଲିଫ୍ଟ କରିବ ।
ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସେ ଟ୍ୱିଟ୍ କରି ଲେଖିଛନ୍ତି , ବାବା ବୌଖ ନାଗ ଜୀଙ୍କ ଆଶୀର୍ବାଜ, କୋଟି କୋଟି ଦେଶବାଶୀଙ୍କ ପ୍ରାର୍ଥନା ସହ ଉଦ୍ଧାରକାରୀ ଟିମର ପରିଶ୍ରମ ପାଇଁ ଆସି ଏହି ମିଶନ ସଫଳ ହୋଇଛି ଏବଂ ଶ୍ରମିକଙ୍କ ମାନେ ଏବେ ବାହାରକୁ ବାହାରିବା ପାଇଁ ଯାଉଛନ୍ତି ।

ଉତ୍ତରପ୍ରଦେଶ ଟନେଲ ଅପରେସନ୍ ସମ୍ପର୍କରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନଡିଏମଏ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଅଟା ହସେନ କହିଛନ୍ତି ଯେ ଆମେ 58 ମିଟରରେ ଅଛୁ ଏବଂ ଆଶା କରୁଛୁ ଯେ 2 ମିଟର ପରେ ଆମେ ଏହି ମିଶନରେ ସଫଳା ହାସଲ କରିବୁ । ଭିତରେ ଫସି ରହିଥିବା ଶ୍ରମିକମାନେ କହିଛନ୍ତି ଯେ ସେମାନଙ୍କୁ ବାହାର ଶଦ୍ଦ ବର୍ତ୍ତମାନ ସୁଭୁଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications