ଆସନ୍ତାକାଲି ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି

ଉତ୍ତରାଖଣ୍ଡରେ ଆସନ୍ତାକାଲିଠାରୁ ଲାଗୁ ହେବ ସମାନ ନାଗରିକ ସଂହିତା ନିୟମ। ଏହି ଦିନ ୟୁସିସି ପୋର୍ଟାଲ ମଧ୍ୟ ଆରମ୍ଭ ହୋଇଯିବ। ଏନେଇ ଗୃହ ସଚିବ ବିଭାଗ ପକ୍ଷରୁ ଗତକାସି ସୂଚନା ମିଳିଛି। ଗୃହ ସଚିବ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ, ୨୭ ଜାନୁଆରୀ ସୋମବାର ଦିନ ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଆବାସ ସ୍ଥିତ ମୁଖ୍ୟ ସେବତ ସଦନରେ ଅପରାହ୍ନ ୧୨ ଟାରେ ଆୟୋଜିତ ହେବ ।

Uttarakhand set to become first state to implement Uniform Civil Code UCC

ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍ପକର ସିଂହ ଧାମୀ ସମାନ ନାଗରିକ ସଂହିତା, ଉତ୍ତରାଖଣ୍ଡ-୨୦୨୪ କୁ ଲାଗୁ କରିବା ପାଇଁ ନିୟମାବଳୀ ଓ ପୋର୍ଟାଲର ଲୋକାର୍ପଣ କରିବେ । ଏଥିସହିତ ପୋର୍ଟାଲ ଆମାଜନ ପାଇଁ ଖୋଲାଯିବ । ପ୍ରକାଶ ଥାଉକି, ପୂର୍ବରୁ ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରିବା ପାଇଁ ୧୪ ଜାନୁଆରୀ ଅର୍ଥାତ ମକର ସଂକ୍ରାନ୍ତିକୁ ନିଷ୍ପତି ହୋଇଥିଲା । କିନ୍ତୁ ପରେ ୨୬ ଜାନୁଆରୀ ହୋଇଥିଲା ଆଉ ଶେଷରେ ଏବେ ୨୭ ଜାନୁଆରୀରେ ହେବା ନେଇ ସମୟ ନିର୍ଦ୍ଧାରିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+