Get Updates
Get notified of breaking news, exclusive insights, and must-see stories!

Uttarakhand glacier burst: ଟନେଲ ଭିତରୁ ମିଳିଲା ଆଉ ୫ ମୃତଦେହ, 67 ବୃଦ୍ଧି ମୃତ ସଂଖ୍ୟାUttarakhand glacier burst: ଟନେଲ

ଉତ୍ତରାଖଣ୍ଡ ଘଟିଥିବା ପ୍ରଳୟଙ୍କାରୀ ହିମସ୍ଖଳନରେ ମୃତ ସଂଖ୍ୟା 67 ବୃଦ୍ଧି ପାଇଛି । ଆଜି ତପୋଭନ ହାଇଡ୍ରୋଲିକ ପ୍ରକଳ୍ପ ସ୍ଥାନରୁ ଆଉ 5ଟି ମୃତଦେହ ଉଦ୍ଧାର କରାଯାଇ ।

ଡେରାଡୁନ: ଉତ୍ତରାଖଣ୍ଡ ଘଟିଥିବା ପ୍ରଳୟଙ୍କାରୀ ହିମସ୍ଖଳନରେ ମୃତ ସଂଖ୍ୟା 67 ବୃଦ୍ଧି ପାଇଛି । ଆଜି ତପୋଭାନ ହାଇଡ୍ରୋଲିକ ପ୍ରକଳ୍ପ ସ୍ଥାନରୁ ଆଉ 5ଟି ମୃତଦେହ ଉଦ୍ଧାର କରାଯାଇ । ଫେବୃଆରୀ 7 ରେ ଚାମୋଲି ଜିଲ୍ଲାର ଋଷି ଗଙ୍ଗା ନଦୀରେ ହିମସ୍ଖଳନ ଯୋଗୁଁ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା ।

Uttarakhand glacier burst

ଅଧ୍ୟାବଧି 15 ଦିନ ହେବ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାରେ 67 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି 137 ଜଣ ନିଖୋଜ ଅଛନ୍ତି । ଏହି ସମୟରେ ରାଜ୍ୟ ବିଭାଗ ରେସପନ୍ସ ଫୋର୍ସ (SDRF) ଗୁରୁବାର ଦିନ କହିଛି ଯେ ରେନି ଗ୍ରାମରୁ ଶ୍ରୀନଗର ପର୍ଯ୍ୟନ୍ତ ନିଖୋଜ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ଏବଂ କମ୍ୟୁନିକେସନ ଟିମ ମଧ୍ୟ ଏକାସାଙ୍ଗରେ କାର୍ଯ୍ୟ କରୁଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ୭ ତରିଖରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବଦ-ରେନି ଅଞ୍ଚଳରେ ହିମସ୍ଖଳନ ହୋଇଥିଲା। ବିରାଟ ବଡ ବରଫଖଣ୍ଡ ଧସିଯିବା ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା। ଫଳରେ ରେନି ଗାଁର ଅଧିକାଂଶ ଘରଦ୍ୱାର ନଷ୍ଟ ହେବା ସହ ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନଷ୍ଟ ହୋଇଯାଇଥିଲା। ସେପଟେ ପାଣି ମାଡରେ ଜଳ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ଶତାଧିକ ଶ୍ରମିକ ଭାସି ଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+