ଖାଇକୁ ଖସିଲା ସ୍କୁଟି, ଚାଲିଗଲା ୩ ଜୀବନ

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କୁଣ୍ଡା - ଦାନକୋଟ ନିକଟରେ ଘଟିଛି ଅଘଟଣ । ଏକ ସ୍କୁଟି ୧୦୦ ମିଟର ଗଭୀର ଘାଟିରେ ଖସି ପଡ଼ିଛି । ଯାହା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସ୍ଥାନୀୟ ବାସିନ୍ଦା ଥିଲେ ଏବଂ ସେମାନଙ୍କର ନାମ ଅଙ୍କିତ , ଟିଟୁ ଏବଂ ସନ୍ଦୀପ ବୋଲି ଜଣାପଡିଛି ।

road accident

ତେବେ ଏହି ଦୁର୍ଘଟଣା ଚୋପଟା-ପୋଖରାଇ ମୋଟର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି । ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର କହିଛନ୍ତି ଘଟଣା ବିଷୟରେ ସେ ଜାଣିବା ପରେ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଙ୍କୁ ଜଣାଇଥିଲେ । ଏହାପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାତି ୧୧:୧୫ ସମୟରେ ସ୍କୁଟି ଟି ରାସ୍ତାରୁ ୧୦୦ ମିଟର ଗଭୀର ଖାତରେ ଖସି ପଡ଼ିଥିଲା ବୋଲି ସେମାନେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+