ମାଗିଲେ ଆଳୁ, ସସ୍‌ପେଣ୍ଡ ହେଲେ ପୋଲିସ୍ ଏସଆଇ

ଓଡ଼ିଶାରେ ଆଳୁର ସଂକଟ ଦେଖାଦେଇଛି । ଆଳକୁ ନେଇ ମଧ୍ୟ ରାଜ୍ୟ ରାଜନୀତି ମଧ୍ୟ ବେସ ସରଗରମ ରହିଛି । ବର୍ତ୍ତମାନ ଆଳକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଆଳୁ ଲାଞ୍ଚ ମାଗି ସସପେଣ୍ଡ ପୋଲିସ୍ ଏସଆଇ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର କନୌଜରେ । ସୁଚନନୁସାରେ ଜଣେ ପୁଲିସ୍ ସବ ଇନସପେକ୍ଟର ଲାଞ୍ଚ ଭାବେ ଆଳୁ ଦାବି କରିଥିଲେ।

Policeman demands 5 kg potatoes

ବାସ୍ତବରେ ଲାଞ୍ଚ କାରବାର ପାଇଁ ଆଳୁ ଥିଲା କୋଡ ୱାର୍ଡ। ଗୋଟିଏ ମାମଲାର ରଫାଦଫା କରିବା ପାଇଁ ନିଲମ୍ବିତ ପୁଲିସ୍ ସବ ଇନସପେକ୍ଟର ରାମ କ୍ରିପାଲ ସିଂହ ୫ କେଜି ଆଳୁ ମାଗିଥିଲେ। ଏହାର ଅଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। କନୌଜ ଏସ୍‌ପି ଅମିତ କୁମାର ଆନନ୍ଦ ସବ ଇନସପେକ୍ଟର ସୌରିଖ ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଭାୱାଲପୁର ଚାପୁନ୍ନା ଚୌକରେ ନିୟୋଜିତ ରାମ କ୍ରିପାଲ ସିଂହଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+