Uttam Mohanty: ୪ଥର ‘ଶ୍ରେଷ୍ଠ ଅଭିନେତା' ପୁରସ୍କାର

Uttam Mohanty: ୧୯୭୭ରେ ଓଡ଼ିଆ ସିନେମାରେ ଡେବ୍ୟୁ କରିଥିଲେ ଉତ୍ତମ ମହାନ୍ତି । ନିଜ ସୁନ୍ଦର ଅଭିନୟ ପାଇଁ ସେ ୪ ଥର ରାଜ୍ୟ ଚଳଚ୍ଚିତ୍ରର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲା । 'ଫୁଲ ଚନ୍ଦନ' ଚଳଚ୍ଚିତ୍ର ପାଇଁ ଅଭିନେତାଙ୍କୁ ୧୯୮୨ରେ ପ୍ରଥମଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

Uttam Mohanty

ଝିଅଟି ସୀତା ପରି, ଦଣ୍ଡାବାଳୁଙ୍ଗା, ସୁନା ଚଢ଼େଇ' ଲାଗି ଶ୍ରେଷ୍ଠ ଅଭିନେତା ଏବଂ ୧୯୯୧ରେ 'ତୋ ବିନୁ ଅନ୍ୟଗତି ନାହିଁ' ଚଳଚ୍ଚିତ୍ରରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ଉତ୍ତମ ମହାନ୍ତି।

ସେହିପରି ୨୦୦୮ରେ ଫିଟ୍‌ଫାଟ୍‌ ବାଇସ୍କୋପ ପୁରସ୍କାର, ୨୦୧୨ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ୨୦୦୬ରେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଏବଂ ୧୯୯୯ରେ 'ଜୟଦେବ ପୁରସ୍କାର'ରେ ସମ୍ମାନିତ ହୋଇଥିଲେ ଅଭିନେତା ଏହା ସହ ଚିତ୍ରପୁରୀ ପୁରସ୍କାରରେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+