ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଭାରତ ଗସ୍ତରେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ

ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ କଟକଣା ଓ ତୈଳ ସଙ୍କଟ ଭିତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଏହି ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ରୁବିଓ । କହିଛନ୍ତି, ଭାରତ ଯେତେ ଇନ୍ଧନ କିଣିବାକୁ ଚାହୁଁଛି ତାହା ଦେବାକୁ ଆମେରିକା ପ୍ରସ୍ତୁତ ଅଛି । ଭାରତକୁ ଭଲ ସହଯୋଗୀ ବୋଲି କହିଛନ୍ତି ରୁବିଓ ।

ଏହାଛଡ଼ା ଭାରତ ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହ କ୍ବାର୍ଡ ଦେଶର ମନ୍ତ୍ରୀଙ୍କ ସହ ଭେଟିବା ସୁଯୋଗ ମିଳିବ ବୋଲି କହିଛନ୍ତି । ଭାରତ ସହ ସମ୍ପର୍କକୁ ନେଇ ରୁବିଓ କହିଛନ୍ତି, ଆମେ ଭାରତ ସହ ମିଶିକି ଭଲ କାମ କରୁଛୁ । ଆଲୋଚନାକୁ ଆଗକୁ ନେବାକୁ ଆମ ପାଖରେ ବହୁତ ପ୍ରସଙ୍ଗ ରହିଛି । ଭେନଜୁଏଲାର ରାଷ୍ଟ୍ରପତି ଆସନ୍ତା ସପ୍ତାହରେ ଭାରତକୁ ଆସିବେ । ଏହି ସମୟରେ ତେଲ ବିକିବା ନେଇ ଚର୍ଚ୍ଚା ହେବ ।

Marco Rubio t
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+