୨୯୭ଟି ପ୍ରାଚୀନ ସାମଗ୍ରୀକୁ ଭାରତକୁ ଫେରାଇବା ଲାଗି ସହମତି ପ୍ରକାଶ କଲା ଆମେରିକା

ଆମେରିକା ଭାରତରୁ ଚୋରି ହୋଇଥିବା କିମ୍ବା ଅନ୍ୟ ଉପାୟରେ ଆମେରିକାକୁ ପଠାଯାଇଥିବା ୨୯୭ଟି ପ୍ରାଚୀନ ସାମଗ୍ରୀକୁ ଭାରତକୁ ଫେରସ୍ତ କରିବା ଲାଗି ସହମତି ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ, ଆମେରିକା ଗସ୍ତ ଅବସରରେ ଆମେରିକା ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହିସବୁ ସାମଗ୍ରୀ ଖୁବ୍ ଶୀଘ୍ର ଭାରତକୁ ଫେରିଆସିବ ବୋଲି ଜଣାପଡ଼ିଛି ।

ଡେଲାବେୟର୍‌ଠାରେ ଏକ ଦ୍ଵିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କେତେକ ସାମଗ୍ରୀ ପ୍ରଦାନ କରିଥିଲେ । ଆମେରିକା ପକ୍ଷରୁ ଭାରତର ସାଂସ୍କୃତିକ ମୂଲ୍ୟବୋଧ ବହନ କରୁଥିବା ସାମଗ୍ରୀଗୁଡ଼ିକୁ ଫେରାଇ ଦେବା କ୍ଷେତ୍ରରେ ସହଯୋଗ କରିଥିବାରୁ ଶ୍ରୀ ମୋଦି ଜୋ ବାଇଡେନଙ୍କୁ ଧନ୍ୟବାଦ ଦେଇଥିଲେ ।

US government

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହିସବୁ ସାମଗ୍ରୀ ଭାରତୀୟ ଐତିହାସିକ, ଭୌତିକ ସଂସ୍କୃତିର ଗୁରୁତ୍ୱପୂର୍ଣ ଅଂଶ । ଏହିସବୁ ବସ୍ତୁଗୁଡ଼ିକ ପ୍ରାୟ ୪ ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ଭାରତର ବିଭିନ୍ନ ଅଞ୍ଚଳ ସହ ସମ୍ପର୍କିତ ଏହି ସାମଗ୍ରୀଗୁଡ଼ିକ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+