ଯୋଗୀ ସରକାରଙ୍କ ବଡ଼ ଘୋଷଣା, ଏଣିକ ୩୦ ୫୦ ଟଙ୍କା ହେଲା .....

ଅସହାୟ ଗାଈମାନଙ୍କ ଯତ୍ନକୁ ଆଧିକ ପ୍ରଭାବଶାଳୀ କରିବା ପାଇଁ ଉତ୍ତରପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ସହଭାଗିତା ଯୋଜନା ଅନ୍ତର୍ଗତ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଶୁପାଳନ ଏବଂ ଦୁଗ୍ଧ ବିକାଶ ମନ୍ତ୍ରୀ ଧରମପାଳ ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି ।

UP govt expands cow protection

ବର୍ତ୍ତମାନ ଗାଇମାନଙ୍କ ଦୈନିକ ଭରଣ ପୋଷଣ ଭତ୍ତା ୩୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସରକାରଙ୍କ ଏହି ପଦକ୍ଷେପ କେବଳ ଗୋ ବଂଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଗୋ ପାଳକଙ୍କ ଜୀବନଜୀବିକାରେ ମଧ୍ୟ ଉନ୍ନତି ଆଣିବ ଉତ୍ତର ପ୍ରଦେଶରେ ୭, ୭୧୩ ଗୋଶାଳାରେ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ନିରାଶ୍ରୟ ଗାଈଙ୍କ ଦେଖାଶୁଣା କରାଯାଉଛି ।

ବୈଠକରେ ଗୋ ସଂରକ୍ଷଣ ପାଇଁ ଏକ ବ୍ୟାପକ ପଦ୍ଧତି ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରେ କ୍ଷୀର ଉତ୍ପାଦନ ବୃଦ୍ଧି ଏବଂ ଗୋବର ଏବଂ ମୂତ୍ରର ବାଣିଜ୍ୟିକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଅନ୍ତର୍ଭୁକ୍ତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+