ଆସନ୍ତାକାଲିଠୁ ରାଜଧାନୀରେ ହେବ ଅନଲକ୍-୬ ପ୍ରକିୟା: ଜାଣନ୍ତୁ, କଣ ରହିବ ବନ୍ଦ ?

ରାଜଧାନୀ ଦିଲ୍ଲୀରେ ନୂଆ ଅନଲକ୍ ଗାଇଡଲାଇନ୍ ଜାରି କରାଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ କଟକଣା କୋହଳ କରାଯାଇଛି। ଦିଲ୍ଲୀରେ ଅନଲକ-୬ ଲାଗୁ ହୋଇଛି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆ ଅନଲକ୍ ଗାଇଡଲାଇନ୍ ଜାରି କରାଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ କଟକଣା କୋହଳ କରାଯାଇଛି। ଦିଲ୍ଲୀରେ ଅନଲକ-୬ ଲାଗୁ ହୋଇଛି। ଏହି ଗାଇଡଲାଇନ୍ ଜୁଲାଇ ୫ରୁ ୧୨ ଜୁଲାଇ ପର୍ଯ୍ୟନ୍ତ ଅନଲକ୍-୬ ଲାଗୁ ହେବ।

New Delhi Unlock

ଅନଲକ-୬ରେ କଣ ସବୁ ବନ୍ଦ ରହିବ ?

-କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
-ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରଗୁଡିକରେ ଅଫଲାଇନ ପାଠପଢ଼ା ହୋଇପାରିବ ନାହିଁ।
-ଯେଉଁ ସଂସ୍ଥାରେ ଅନଲାଇନ୍ ମାଧ୍ୟମରେ କ୍ଲାସ ହେଉଛି, ସେଠାରେ ଅନଲାଇନ୍ ପାଠପଢ଼ା ଜାରି ରହିବ।
-ଅନଲକ-୬ରେ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଥିଲେ ବି ଦର୍ଶକଙ୍କ ଏଣ୍ଟ୍ରିକୁ ଅନୁମତି ମିଳିନି।
-ସିନେମା ହଲ୍, ଥିଏଟର, ସ୍ପା, ପାର୍କ ଆଦି ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+