ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ
Lok Sabha Election Result: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ସମସ୍ତ ଏନଡିଏ ନେତା ଯୋଗ ଦେଇଛନ୍ତି ।

ଆଜି ଦିଲ୍ଲୀରେ ଉଭୟ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସର ପୃଥକ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବାକୁ ସମାନ ଫ୍ଲାଇଟରେ ନୀତୀଶ ଏବଂ ତେଜସ୍ୱୀ ପାଟନାରୁ ଦିଲ୍ଲୀ ଆସିଛନ୍ତି । ନୀତୀଶ କୁମାର ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସର ବୈଠକରେ ତେଜସ୍ୱୀ ଯାଦବ ଯୋଗଦେବେ। ସୋସିଆଲ ମିଡିଆରେ ଉଭୟଙ୍କ ଫୋଟ ବର୍ତ୍ତମାନ ଭାଇରାଲ ହେଉଛି ।












Click it and Unblock the Notifications