Get Updates
Get notified of breaking news, exclusive insights, and must-see stories!

କିଷାନ କ୍ରେଡିଡ୍ କାର୍ଡର ଋଣ ୫ ଲକ୍ଷକୁ ବୃଦ୍ଧି

କିଷାନ କ୍ରେଡିଟ୍ କାର୍ଡର ଋଣ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରେ ୭.୭ କୋଟି ଚାଷୀ ଉପକୃତ ହେବେ । ୟୁରିଆ ଉତ୍ପାଦନରେ ଦେଶ ଆତ୍ମନିର୍ଭରଶିଳ ହେବ । ସେହିପରି ମତ୍ସ ଉତ୍ପାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ।

MSME ପାଇଁ ଋଣ 5 କୋଟି ଟଙ୍କାରୁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
ଦୁଗ୍ଧ ଏବଂ ମତ୍ସ୍ୟଚାଷ ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।
ଆସାମର ନାମରୂପରେ ୟୁରିଆ ପ୍ଲାଣ୍ଟ ସ୍ଥାପନ କରାଯିବ।
ଷ୍ଟାର୍ଟ ଅପ୍ ପାଇଁ ୧୦ ହଜାର କୋଟି ଟଙ୍କାର ପାଣ୍ଠି
ଚମଡା ଯୋଜନା ୨୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ
ଭାରତକୁ ଏକ ଖେଳଣା କେନ୍ଦ୍ର କରିବ।

Union Budget 2025

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଅର୍ଥନୀତି ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି। ଗତ 10 ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ ରେକର୍ଡ ଏବଂ ସାଂରଚନିକ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଫଳରେ ଭାରତର ସାମର୍ଥ୍ୟ ଏବଂ କ୍ଷମତା ଉପରେ ବିଶ୍ୱାସ ବୃଦ୍ଧି ପାଇଛି। ଆମେ ଆଗାମୀ 5 ବର୍ଷକୁ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ହାସଲ କରିବା ଏବଂ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅନନ୍ୟ ସୁଯୋଗ ଭାବରେ ଦେଖୁଛୁ। ସେହିପରି ଏଥର ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ପ୍ରାଥମିକତା ଦିଆଯାଇଛି । ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ମିଶନ୍ ବିହାରରେ ମଖାନା ବୋର୍ଡ ଗଠନ କରାଯିବ।ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ଅର୍ଥନୀତି ଟିକସ, ଶକ୍ତି ଏବଂ ସହରାଞ୍ଚଳ ବିକାଶ ଉପରେ ଧ୍ୟାନ ଦିଆଯିବ ଗରିବ, ଯୁବକ, କୃଷକ ଏବଂ ମହିଳା ଶକ୍ତି ଉପରେ ଗୁରୁତ୍ୱ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+