Union budget 2024: ଜାଣନ୍ତୁ ପୁରା ବଜେଟ୍, ଫୋକସରେ ୧୦ଟି କ୍ଷେତ୍ର

ବଜେଟ୍ 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଅଭିଭାଷଣ ଶେଷ ହୋଇଛି, ଏବଂ ବର୍ତ୍ତମାନ ପୁରା ଦେଶ ଜାଣିବା ପାଇଁ ଚାହୁଁଛି 2024 ବଜେଟର କ'ଣ ରହିଛି ଏବଂ କାହାକୁ କେତେ ଫାଇଦା ମିଳିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏହା ମୋଦି ସରକରାଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ । ତେବେ ଚାଲନ୍ତୁ ଜାଣିବା ଏଥର ସାଧାରଣ ଜନତାଙ୍କୁ କେତେ ସୁବିଧା ମିଳିବ ।

Union budget 2024

ପ୍ରଥମେ ନଜର ପକାନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଉପରେ
୧. ଅପରିବର୍ତ୍ତିତ ରହିଲା ଆୟକର ସୀମା
୨.୫ ବର୍ଷରେ ହେବ ଆଉ ୨ କୋଟି ପକ୍କା ଘର
୩.୩ କୋଟି ମହିଳା ହେବେ ଲକ୍ଷପତି ଦିଦି
୪.୩ଟି ରେଳ କରିଡର୍ ଆରମ୍ଭ ହେବା ସହ ୪୦ ହଜାର ସାଧାରଣ ବଗିକୁ ବନ୍ଦେ ଭାରତ ବଗିରେ ରୂପାନ୍ତର କରାଯିବ
୫.ପ୍ରତିରକ୍ଷା ବ୍ୟୟ ୧୧.୧% ବୃଦ୍ଧି
୬. ଆୟୁଷ୍ମାନ ଭାରତରେ ସାମିଲ ହେବେ ଆଶା-ଅଙ୍ଗନୱାଡି କର୍ମୀ
୭.ଦେଶର ପର୍ଯ୍ୟଟନରେ ହେବ ବିକାଶ ଏବଂ ଫୋକସରେ ରହିବ ଲାକ୍ଷାଦ୍ୱୀପ
୮.୧ କୋଟି ଘରକୁ ମିଳିବ ସୌର ଶକ୍ତିରେ ମିଳିବ ବିଦ୍ୟୁତ୍
୯.ବିମାନ ବନ୍ଦର ଦୁଇଗୁଣା ହେବ
୧୦.୫୦ ବର୍ଷିଆ ସୁଧରହିତ ଯୋଜନା ଦିଆଯିବ ଋଣ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+