ୟୁନିଅନ୍ ବଜେଟ୍ 2023: ମହଙ୍ଗା ହେଲା ସୁନା, ରୂପା ଓ ପ୍ଲାଟିନମ୍
ଅନେକ ଜିନିଷ ଶସ୍ତା ହୋଇଛି ଅନେକ୍ ଜିନିଷ ମହଙ୍ଗା ମଧ୍ୟ ହୋଇଛି । ଯେପରି କି ସୁନା, ରୂପା ଓ ପ୍ଲାଟିନମ୍ ଏବେଠୁ ମହଙ୍ଗ ହେବ ।
Budget 2023: ଉପସ୍ଥାପିତ ହୋଇଛି ବର୍ଷ 2023 ପାଇଁ କେନ୍ଦ୍ର ବଜେଟ୍ (Union Budget) । ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏବି ସାଧାରଣ ବଜେଟରେ କେନ୍ଦ୍ର ସରକାର ଅନେକ ବଡ଼ ଘୋଷଣା କରିଛନ୍ତି । ଯେଉଁଥିରେ ଟ୍ୟାକ୍ସ ସ୍ଲାବରେ ହ୍ରାସ ହେଉଛି ସବୁଠାରୁ ବଡ ଘୋଷଣା ।

ତେବେ ଏହି ସମୟ ମଧ୍ୟରେ ଅନେକ ଜିନିଷ ଶସ୍ତା ହୋଇଛି ଅନେକ୍ ଜିନିଷ ମହଙ୍ଗା ମଧ୍ୟ ହୋଇଛି । ଯେପରି କି ସୁନା, ରୂପା ଓ ପ୍ଲାଟିନମ୍ ଏବେଠୁ ମହଙ୍ଗ ହେବ । ତେବେ ଆସନ୍ତୁ ଜାଣିବା କଣ ହେବ ଶସ୍ତା ଓ କଣ ହେବ ମହଙ୍ଗା ?
ଶସ୍ତା ହେଲା:
- ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ଲେନ୍ସ ।
- ଏଲଇଡି ଟିଭି ଏବଂ ବାୟୋଗ୍ୟାସ୍ ସମ୍ବନ୍ଧୀୟ ଜିନିଷ ଶସ୍ତା । ଇଲେକ୍ଟ୍ରିକ୍ କାର୍, ଖେଳନା ଏବଂ ଚକ୍ର ଶସ୍ତା ହେବ ।
- କୋଇଲା ଶସ୍ତା ହେବ ।
- ବିଦେଶରୁ ଆସୁଥିବା ରୂପା ଜିନିଷ ମହଙ୍ଗା ହେବ ।
ମହଙ୍ଗା ହେଲା:
- ସୁନା-ରୂପା ଏବଂ ପଲିଥିନ୍ ମହଙ୍ଗା ହେବ ।
- ସିଗାରେଟ୍ ମହଙ୍ଗା ହେବ । କଷ୍ଟମ ଡ୍ୟୁଟି 16% କୁ ବୃଦ୍ଧି ପାଇବ ।












Click it and Unblock the Notifications