ଉଦ୍ଧବ କଲେ ବଡ଼ ଘେଷଣା, ଇଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ପୁଣେ : ୨୦୨୪ ଲୋକସଭା ନିର୍ବାଚନ ପରେ ୨ଟି ରାଜ୍ୟରେ ଅନୁଷ୍ଟିତ ହୋଇଥିଲା ବିଧାନସଭା ନିର୍ବାଚନ । ହରିୟାଣାରେ ବିଜେପିକୁ ବହୁମତ ମିଳିଥିବା ବେଳେ ଜମ୍‌ୁରେ ଏନସିକୁ ମିଳିଛି । ଆଉ ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ହେବ ବିଧାନସଭା ନିର୍ବାଚନ । ଆଉ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ/ୟୁବିଟି) କଂଗ୍ରେସ ଏବଂ ଏନସିପି (ଶରଦ ପାୱାର/ଏସପି) ଦ୍ୱାରା ଘୋଷିତ ଯେକୌଣସି ମୁଖ୍ୟମନ୍ତ୍ରୀ ଚେହେରାକୁ ସମର୍ଥନ କରିବ। ବିଜେପିକୁ ଟାର୍ଗେଟ୍ କରି ସେ ଦାବି କରିଛନ୍ତି, ବିଜ୍ଞାପନ ସାହାଯ୍ୟରେ ମହାରାଷ୍ଟ୍ରରେ ସରକାର ମିଥ୍ୟା ଏବଂ ଭୁଲ ଖବର ପ୍ରଚାର କରୁଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉଦ୍ଧବ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାର ବିଜ୍ଞାପନ ମାଧ୍ୟମରେ ରାଜ୍ୟରେ ନକଲି କାହାଣୀ ସୃଷ୍ଟି କରୁଛନ୍ତି।

uddhav thackeray

ସରକାର ବିଶ୍ୱାସଘାତକତା କରୁଥିବା ସେ ଅଭିଯୋଗ କରିଛନ୍ତି। ମହାୟୁତୀ ସରକାର 'ଲଡ୍‌କୀ ବେହେନ୍‌' ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ସେମାନଙ୍କ ଟଙ୍କା ଦେଇ ବିଶ୍ୱାସଘାତକତା କରିବାକୁ ବାଧ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+