Get Updates
Get notified of breaking news, exclusive insights, and must-see stories!

ମଧ୍ୟପ୍ରଦେଶ ଧାରରେ ଏକ ଓଲଟିଲା କ୍ରେନ୍ , ଦୁଇଜଣଙ୍କର ମୃତ୍ୟୁ,ଅନେକ ଲୋକ ଫସି ରହିଥିବା ଆଶଙ୍କା

ମଧ୍ୟପ୍ରଦେଶ ଧାର ଜିଲ୍ଲାରେ କ୍ରେନ ଓଲଟିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଖବର ମୁତାବକ, ଧାର ଜିଲ୍ଲାର ପିତମପୁରର ସାଗୌର ନିକଟରେ ରେଲୱେର ଏକ ବ୍ରିଜ ନିର୍ମାଣ କାମ ଚାଲୁଥିଲା । ଯେଉଁ କାମରେ କ୍ରେନର ବ୍ୟବହାର କରାଯାଉଥିଲା । ଏକ ନିର୍ମାଣାଧୀନ ବ୍ରିଜ ନିକଟରେ ହଠାତ୍ କ୍ରେନ ଓଲଟିବା ଯୋଗୁଁ କିଛି ଗାଡ଼ି ଏହା ତଳେ ଚାପି ହୋଇଯାଇଥିଲା । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

road accident

ତେବେ ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । କ୍ରେନ ତଳେ ଏକ ପିକଅପ୍ ଭ୍ୟାନ୍ ଦବିଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କ୍ରେନକୁ ହଟାଇବା ସହଜ ହୋଇନାହିଁ । ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣା ସ୍ଥଳରେ କୌଣସି ପ୍ରଶାସନକି ଅଧିକାରୀ ପହଞ୍ଚିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+