ଭୟ ଖେଳାଉଛି କରୋନା, କଟକରେ ଆଉ ଜଣେ ରୋଗୀ ଚିହ୍ନଟ

କୋଭିଡ୍‌-୧୯ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କରିଛି। କଟକରେ ଦ୍ବିତୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଏହି ବ୍ୟକ୍ତି ଜଣଙ୍କର ବୟସ ୭୨ ବର୍ଷ। ଥଣ୍ଡା ଓ ଜ୍ବରରେ ପୀଡ଼ିତ ବ୍ୟକ୍ତିଙ୍କୁ ନୂଆରାଉତପାଟଣା ନିବାସୀର ଆକ୍ରାନ୍ତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସିଡିଏମଓଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

covid

କଟକରେ ପ୍ରଥମ କରୋନା ରୋଗୀ ଏବେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି। ଆକ୍ରାନ୍ତ ୪୪ ବର୍ଷୀୟ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା। ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ପରେ ଟେଷ୍ଟରେ ପଜିଟିଭ୍ ସୂଚନା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+