Get Updates
Get notified of breaking news, exclusive insights, and must-see stories!

ଝାଡ଼ଖଣ୍ଡରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମୃତ ମାଓବାଦୀଙ୍କ ମଧ୍ୟରେ ସବ୍ ଜୋନାଲ୍ ନକ୍ସଲ୍ କମାଣ୍ଡର କୁଅଁର୍ ମାଂଝୀ ରହିଛି ।

bsf

ତା ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଇନାମୀ ଘୋଷଣା ଥିଲା । ବୋକାର ଜିଲ୍ଲାର ଗୋମୀୟା ଅଞ୍ଚଳ ଲୁଗୁ ପାହାଡ଼ରେ ଗୁଳିବିନିମୟ ହୋଇଛି । ଜଣେ କୋବ୍ରା ଯବାନ ସହିଦ, ଦୁଇ ଜଣ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରୁ AK-47 ରାଇଫଲ୍ ଜବତ ହୋଇଛି । ଏବେ ବି ଗୁଳିବିନିମୟ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+