ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ସେଣ୍ଟ୍ରାଲ କ୍ୟାଡର ମାଓବାଦୀ।

ଛତିଶଗଡର ନାରାୟଣପୁରରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର । ଅବୁଝାମାଡ ଜଙ୍ଗଲରେ ଏନକାଉଣ୍ଟରରେ ୨ ମାଓବାଦୀ ନିପାତ । ଦୁହେଁ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ । ତାଙ୍କୁ ଧରାଇବାକୁ ୪୦ଲକ୍ଷର ପୁରସ୍କାର ଥିଲା । ସେଣ୍ଟ୍ରାଲ କମିଟି ସଦସ୍ୟ ରାଜୁ ଦାଦା ଓରଫ୍ କାଟା ରାମଚନ୍ଦ୍ର ରେଡ୍ଡୀ ଏନକାଉଣ୍ଟରରେ ମୃତ ।

Maoists

ଅନ୍ୟ ମୃତକ ହେଲେ କୋଷା ଦାଦା ଓରଫ୍ କାଦରି ସତ୍ୟନାରାୟଣ ରେଡ୍ଡୀ । ଜଙ୍ଗଲରୁ ଏକେ-୪୭, ଇନସାସ୍ ରାଇଫଲ୍‌, ବିଜିଏଲ୍ ଲଞ୍ଚର, ବିସ୍ଫୋରକ ଜବତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+