ଏକାବେଳେ ଶତାଧିକ ଟୁଇଟର କର୍ମଚାରୀଙ୍କ ଇସ୍ତଫା, ଟ୍ରେଣ୍ଡିଂ କରୁଛି #RIP ଟ୍ୱିଟର
ଏବେ ଟୁଇଟକୁ ନେଇ ସୃଷ୍ଟି ହୋଇଛି ହଇଚଇ। ଏକା ସହିତ କମ୍ପାନୀ ଛାଡିଛନ୍ତି ଶତାଧିକ କର୍ମଚାରୀ। ମସ୍କ ଙ୍କ କଠୋର ନୀତିରେ ସହମତ ହେବାପରେ କର୍ମଚାରୀ କଂପାନୀ ଛାଡିଛନ୍ତି।
ସାନଫ୍ରାନସିସକୋ : ଏବେ ଟୁଇଟକୁ ନେଇ ସୃଷ୍ଟି ହୋଇଛି ହଇଚଇ। ଏକା ସହିତ କମ୍ପାନୀ ଛାଡିଛନ୍ତି ଶତାଧିକ କର୍ମଚାରୀ। ମସ୍କ ଙ୍କ କଠୋର ନୀତିରେ ସହମତ ହେବାପରେ କର୍ମଚାରୀ କଂପାନୀ ଛାଡିଛନ୍ତି। ଏହାପରେ ଟୁଇଟରରେ #ଆରଆଇପି ଟ୍ୱିଟର ଟ୍ରେଣ୍ଡ କରୁଛି। କାରଣ ଏଲନ ମସ୍କ ଭାରି ସଂଖ୍ୟାରେ କର୍ମଚାରୀଙ୍କ ଇସ୍ତଫା ଯୋଗୁ ଅସ୍ଥାୟୀ ରୂପେ କାର୍ଯ୍ୟାଳୟ ବନ୍ଦ କରିଦେଇଛନ୍ତି।

ଗୁରୁବାର ଅପରାହ୍ନ 5ଟା ପୂର୍ବରୁ କର୍ମଚାରୀମାନେ ସେମାନଙ୍କ ଇସ୍ତଫା ଘୋଷଣା ଲାଗି ଟ୍ୱିଟରର ସାହାରା ନେଇଛନ୍ତି। ଏହାଛଡା କମ୍ପାନୀର ଅନ୍ତରୀଣ ମ୍ୟାସେଜିଂ ପ୍ଲାଟଫର୍ମ 'ସ୍ଲେକ୍'ରେ ଅନେକ କର୍ମଚାରୀ ଟ୍ୱିଟରରୁ ବିଦାୟ ନେଇଛନ୍ତି।କର୍ମଚାରୀ ମାନେ 2.0 ସହିତ ରହିବା ପାଇଁ ସହମତ ହୋଇ ନାହାନ୍ତି। ଏଣୁ ଅନେକ କର୍ମଚାରୀ ନିଜର କାର୍ଯ୍ୟକାଳ 1.0 ସହ ଶେଷ ହୋଇଥିବା ସୂଚିତ କରି ଚାକିରିରୁ ବାହାରିଛନ୍ତି।












Click it and Unblock the Notifications