ଟିଭିକେର ବଡ଼ ଦାବି, ୨୬ ନିର୍ବାଚନରେ ତାମିଲନାଡୁ ମିଳିବ ଏତିକି ପ୍ରତିଶତ ଭୋଟ
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ 'ତାମିଲଗା ଭେଟ୍ରି କାଝାଗାମ' (TVK) ନିଜର ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ଏକ ବଡ଼ ଦାବି କରିଛି। ଦଳର ଆକଳନ ଅନୁଯାୟୀ, ଆଗାମୀ ନିର୍ବାଚନରେ TVK ୩୦ ପ୍ରତିଶତରୁ ଅଧିକ ଭୋଟ୍ ଶେୟାର ହାସଲ କରିବ। ଇଣ୍ଡିଆ ଟୁଡେକୁ ମିଳିଥିବା ଏହି ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଅନୁଯାୟୀ, ୩୨.୯% ଭୋଟ୍ ସହ ପ୍ରଥମ ସ୍ଥାନରେ ରହିବା ସମ୍ଭାବନା (୧୦୪ଟି ଆସନ)। ଟିଭିକେ ୩୧.୭% ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିବାର ଆକଳନ (୭୪ଟି ଆସନ)। AIADMK ୨୭.୩% ଭୋଟ୍ ସହ ତୃତୀୟ ସ୍ଥାନକୁ ଖସିପାରେ (୫୬ଟି ଆସନ)।

TVK ନେତା ସି.ଟି. ନିର୍ମଳ କୁମାର କହିଛନ୍ତି ଯେ, "ଆଜି ଲୋକମାନେ ଜାଣିଛନ୍ତି ଯେ TVK ସର୍ବାଧିକ ସମର୍ଥନ ପାଉଥିବା ଦଳ। ଅନେକ ସର୍ଭେ ରିପୋର୍ଟ ଦର୍ଶାଉଛି ଯେ ଆମର ଭୋଟ୍ ଶେୟାର ୩୦%ରୁ ଅଧିକ ରହିଛି। ଶାସକ DMK ୨୧% ମଧ୍ୟ ଅତିକ୍ରମ କରିପାରିବ ନାହିଁ। ଆମ ନେତା ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତାମିଲନାଡୁବାସୀ ସଂକଳ୍ପବଦ୍ଧ।" ଏହି ସର୍ଭେ ଅନୁଯାୟୀ ଚେନ୍ନାଇ, ଚେଙ୍ଗଲପଟ୍ଟୁ, ଧର୍ମପୁରୀ, ମଦୁରାଇ, ପୁଦୁକୋଟ୍ଟାଇ, ରାଣୀପେଟ୍, ତେନକାସୀ ଏବଂ ଥୋଥୁକୁଡି ଭଳି ଜିଲ୍ଲାଗୁଡ଼ିକରେ TVK ର ସ୍ଥିତି ବେଶ୍ ମଜବୁତ ରହିଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications