ତାମିଲନାଡୁରେ ଟ୍ରେନ ଦୁର୍ଘଟଣା, ଅନେକ ଯାତ୍ରୀ ଆହତ
Train Accident: ତାମିଲନାଡୁର ଚେନ୍ନାଇ ନିକଟରେ ଟ୍ରେନ ଦୁର୍ଘଟଣା । ମହୀସୁର-ଦରଭଙ୍ଗା ଏକ୍ସପ୍ରେସ୍ ସହ ମାଲବାହୀ ଟ୍ରେନ୍ ଧକ୍କା ହୋଇଛି । ଥିରୁଭାଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ରହିଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ।













Click it and Unblock the Notifications