Tirupati News: nbsp;ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ବୈକୁଣ୍ଠ ଦ୍ୱାରା ଦର୍ଶନ ପାଇଁ ଟୋକେନ୍ ବଣ୍ଟନ ବେଳେ ଦଳଚକଟା ହୋଇଥିଲା । ତେବେ ପ୍ରାୟ ୪ ହଜାରରୁ ଅଧିକ ଯାତ୍ରୀ ମନ୍ଦିରରେ ଉପସ୍ଥିତ ଥିଲେ ।