Get Updates
Get notified of breaking news, exclusive insights, and must-see stories!

ଚଳିତଥର ମୋଟ୍ ୪୫ ଲକ୍ଷ କୋଟି ଟଙ୍କାର ବଜେଟ

ଉପସ୍ଥାପିତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ (Union Budget) । କେନ୍ଦ୍ର ସରକାର ବଜେଟରେ ବଡ଼ବଡ଼ ବ୍ୟବସ୍ଥା କରିବା ସହ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

Budget 2023

Budget 2023: ଉପସ୍ଥାପିତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ (Union Budget) । ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ କେନ୍ଦ୍ର ସରକାର ବଜେଟରେ ବଡ଼ବଡ଼ ବ୍ୟବସ୍ଥା କରିବା ସହ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ସର୍ବାଧିକ ବ୍ୟୟ ବରାଦ ହୋଇଥିବା ବେଳେ ଅନ୍ୟ ମନ୍ତ୍ରଣାଳୟକୁ ମଧ୍ୟ ସରକାର ଅଧିକ ଫୋକସ କରିଛନ୍ତି। ୨୦୨୨-୨୩ରେ କେନ୍ଦ୍ର ସରକାର ୩୯.୪୪ ଲକ୍ଷ କୋଟିର ବ୍ୟୟବରାଦ କରିଥିଲେ।

କାହା ପାଇଁ କେତେ ବ୍ୟୟବରାଦ, କୋଟିରେ:

  • ୧- କୃଷି ମନ୍ତ୍ରଣାଳୟ- ୧,୨୫,୦୩୫.୭୯
  • ୨- ଆଟୋମିକ ଶକ୍ତି- ୨୫,୦୭୮.୪୯
  • ୩- ଆୟୁଷ ମନ୍ତ୍ରଣାଳୟ- ୩୬୪୭.୫୦
  • ୪- କେମିକାଲ ଓ ଫର୍ଟିଲାଇଜର - ୧,୭୮,୪୮୧.୯୯
  • ୫- ବେସାମରିକ ବିମାନ ଚଳାଚଳ- ୩,୧୧୩.୩୬
  • ୬- କୋଇଲା ମନ୍ତ୍ରଣାଳୟ - ୧୯୨.୩୨
  • ୭- କର୍ମସ ଓ ଇଣ୍ଡଷ୍ଟ୍ରୀ - ୧,୩୪୫୫.୨୧
  • ୭- ଯୋଗାଯୋଗ ମନ୍ତ୍ରଣାଳୟ - ୧୨୩୩୯୩.୦୫
  • ୮- ଖାଉଟି ବ୍ୟାପର, ଖାଦ୍ୟ ଓ ସାଧାରଣ ବଣ୍ଟନ- ୨୦୫୭୬୪.୬୦
  • ୯- କୋପରେସନ ମନ୍ତ୍ରଣାଳ- ୧୧୫୦.୩୮
  • ୧୦- କର୍ପୋରେଟ ବ୍ୟାପର - ୭୫୬.୧୯
  • ୧୧- ସଂସ୍କୃତି ମନ୍ତ୍ରଣାଳୟ- ୩୩୯୯.୬୫
  • ୧୨- ପ୍ରତିରକ୍ଷା ମନ୍ତ୍ରଣାଳୟ - ୫୯୩୫୩୭.୬୪
  • ୧୩- ଉତ୍ତରପୂର୍ବ ରିଜନର ବିକାଶ- ୫୮୯୨.୦୦
  • ୧୪- ଭୂବିଜ୍ଞାନ - ୩୩୧୯.୮୮
  • ୧୫- ଶିକ୍ଷା ମନ୍ତ୍ରଣାଳୟ- ୧୧୨୮୯୯.୪୭
  • ୧୬- ଆଇଟି ମନ୍ତ୍ରଣାଳୟ - ୧୬୫୪୯.୦୪
  • ୧୭- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ - ୩୦୭୯.୪୦
  • ୧୮- ବୈଦେଶିକ ବ୍ୟାପାର- ୧୮୦୫୦.୦୦
  • ୧୯- ଅର୍ଥ ମନ୍ତ୍ରଣାଳୟ - ୧୬୮୯୭୧୯.୧୭
  • ୨୦- ମତ୍ସ୍ୟଚାଷ, ପଶୁ ସମ୍ପଦ ଓ ଗୋପାଳନ- ୬୫୭୬.୬୨
  • ୨୧- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ୩୨୮୭.୬୫
  • ୨୨- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୮୯୧୫୫.୦୦
  • ୨୩- ଭାରୀ ଶିଳ୍ପ ମନ୍ତ୍ରଣାଳୟ- ୬୧୭୧.୬୩
  • ୨୪- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧୯୬୦୩୪.୯୪
  • ୨୫ - ଗୃହ ଓ ନଗର ଉନ୍ନୟନ- ୭୬,୪୩୧.୬୦
  • ୨୬- ସୂଚନା ଓ ପ୍ରସାରଣ- ୪୬୯୨.୦୦
  • ୨୭ - ଜଲଶକ୍ତି ମିଶନ- ୯୭୨୭୭.୬୭
  • ୨୮- ଶ୍ରମ ଓ ନିଯୁକ୍ତି- ୧୩୨୨୧.୭୩
  • ୨୯- ଆଇନ ଓ ନ୍ୟାୟ - ୪୭୫୨.୫୮
  • ୩୦- ଏମଏସ୍‌ଏମଇ- ୨୨,୧୩୭.୯୫
  • ୩୧- ଖଣି ମନ୍ତ୍ରଣାଳୟ- ୧୯୧୧.୬୦
  • ୩୨- ସଂଖ୍ୟାଲଖୁ ବ୍ୟାପାର - ୩୦୯୭.୬୦
  • ୩୩-ନବୀକରଣ ଯୋଗ୍ୟ ଶକ୍ତି- ୧୦୨୨୨.୦୦
  • ୩୪- ପଞ୍ଚାୟତି ରାଜ - ୧୦୧୬.୪୨
  • ୩୫- ସଂସଦୀୟ ବ୍ୟାପାର- ୬୩.୦୦
  • ୩୬- କାର୍ମିକ, ଅଭିଯୋଗ ଓ ପେନସନ- ୨୨୫୨.୨୦
  • ୩୭- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ- ୪୧୦୦୭.୭୨
  • ୩୮- ଯୋଜନା ମନ୍ତ୍ରଣାଳୟ- ୮୨୪.୩୯
  • ୩୯- ପୋର୍ଟ, ଶିପିଂ ଓ ୱାଟରୱେଜ୍‌- ୨୨୧୮.୭୪
  • ୪୦- ଶକ୍ତି ମନ୍ତ୍ରଣାଳୟ- ୨୦୬୭୧.୩୨
  • ୪୧- ରାଷ୍ଟ୍ରପତି, ସଂସଦ-୧୭୮୫.୮୬
  • ୪୨- ସଡ଼କ ପରିବହନ- ୨୭,୦୪,୩୪.୭୧
  • ୪୩-ରେଳ ମନ୍ତ୍ରଣାଳୟ- ୨୪୧୨୬୭.୫୧
  • ୪୪-ଗ୍ରାମୀଣ ବିକାଶ- ୧୫୯୯୬୪.୨୩
  • ୪୫- ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ-୧୬୩୬୧.୪୨
  • ୪୬- ଦକ୍ଷତା ବିକାଶ ଓ ଉଦ୍ୟୋଗ-୩୫୧୭.୩୧
  • ୪୭- ସମାଜିକ ନ୍ୟାୟ ଓ ସଶକ୍ତିକରଣ- ୧୪୦୭୨.୧୭
  • ୪୮- ମହାକାଶ- ୧୨୫୪୩.୯୧
  • ୪୯- ପରିସଂଖ୍ୟନ ଓ କାର୍ଯ୍ୟକ୍ରମ- ୫୪୪୩.୪୦
  • ୫୦- ଷ୍ଟିଲ ମନ୍ତ୍ରଣାଳୟ- ୭୦.୧୫
  • ୫୧- ବୟନଶିଳ୍ପ-୪୩୮୯.୩୪
  • ୫୨- ପର୍ଯ୍ୟଟନ- ୨୪୦୦.୦୦
  • ୫୩- ଆଦିବାସୀ ବ୍ୟାପାର-୧୨୪୬୧.୮୮
  • ୫୪- ମହିଳା ଓ ଶିଶୁ ବିକାଶ- ୨୫୪୪୮.୭୫
  • ୫୫-ଯୁବ ବ୍ୟାପାର ଓ କ୍ରୀଡ଼ା- ୩୩୯୭.୩୨
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+