ବିଶ୍ୱର ଟପ୍ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩ ରାଜ୍ୟ

Top 10 Most Polluted Cities: ଦୀପାବଳି ପରେ SWISS କମ୍ପାନୀ IQAir ରିପୋର୍ଟ ପ୍ରକାଶ କରିଛି । ଦିଲ୍ଲୀ ପୁଣି ଥରେ ଦୁନିଆର ପ୍ରଦୂଷିତ ସହର ତାଲିକାର ଶୀର୍ଷରେ ରହିଛି। ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରୟାସ କରାଯାଇଥିଲା , ବାଣ ମଧ୍ୟ ବ୍ୟାନ୍ କରାଯାଇଥିଲା ହେଲେ ବାୟୁ ପ୍ରଦୂଷଣ ଅଧିକ କମ୍ ହୋଇ ନାହିଁ । ପୂର୍ବରୁ ଘନ କୁହୁଡି ସହ ସଂଘର୍ଷ କରୁଥିବା ଦିଲ୍ଲୀ ଦୀପାବଳି ପରେ ପୁଣି ଏୟାର କ୍ୱାଲିଟି ଖରାପ ହୋଇଯାଇଛି ।

ଦୀପାବଳି ଉତ୍ସବ ପରେ ପ୍ରଦୂଷଣ ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ ଦ୍ୱାରା ମାପ ହୋଇଥିବା AQI ଆନନ୍ଦ ବିହାରରେ ସକାଳ 10 ଟା 388 ଥିଲା, "ଅତ୍ୟନ୍ତ ଖରା" ସ୍ତରରେ ।

Top 10 Most Polluted Cities List

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସହରରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଏହା ଗୁରୁତର ବିପଦ ମଧ୍ୟ । ବାଣ ଫୁଟା, ଯାନବାହାନ ନିର୍ଗମନ ଏବଂ ଅନ୍ୟାନ୍ୟ ପ୍ରଦୂଷକ ଯୋଗୁଁ କ୍ରମାଗତ ଧୂଆଁ ଦିଲ୍ଲୀକୁ ଘେରି ରହି ବାୟୁ ଗୁଣବତ୍ତାକୁ ପ୍ରଭାବିତ କରିଛି ଏବଂ ବ୍ୟାପକ ଚିନ୍ତାର କାରଣ ପାଲଟିଛି ।

ଦୀପାବଳିରେ ସରକାର ବାଣ ବ୍ୟାନ୍ କରିବା ସତ୍ତ୍ୱେ ସହରବାସୀ ଜବରଦସ୍ତ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ । ଅନେକ ଅଞ୍ଚଳରେ AQI ସ୍ତର 350 ରୁ ଅଧିକ ରେକର୍ଡ ହୋଇଛି । ଦୁନିଆର ଶ୍ରେଷ୍ଠ ୧୦ଟି ପ୍ରଦୂଷିତ ସହର ହେଉଛି ଦିଲ୍ଲୀ, ଲାହୋର, ବେଜିଂ, Dhaka, ୱୁହାନ, ମୁମ୍ବାଇ ,କାଠମାଣ୍ଡୁ, ବାଗଦାଦ, ଦୁବାଇ, କରାଚି,

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+