ଆସନ୍ତା କାଲି ଭାରତ ବନ୍ଦ, ଜାଣନ୍ତୁ କିଏ ଓ କାହିଁକି ଦେଇଛି ଏମିତି ଡାକରା
ଆସନ୍ତା ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚାର ବିଜୟ ସ୍ବାଇଁ ଓ ଭାରତ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି ସୁମା ଦାସ ଅଧ୍ୟକ୍ଷତା କରି ଗତ ୧୭ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂସଦରେ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଉଦ୍ଦେଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ ଆସନ୍ତା ୩୧ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି l













Click it and Unblock the Notifications