ଆସନ୍ତାକାଲି ମହାକାଶକୁ ଯିବେ ଶୁଭାଂଶୁ , ଧ୍ୟାହ୍ନରେ ଉଡ଼ାଣ ନେଇ ସମୟ ଧାର୍ଯ୍ୟ

ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ବୁଧବାର ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍‌ ଏକ୍ସର ମିଶନ୍ । ଆକ୍ସିଅମ୍ -ଫୋର୍ । ଏନେଇ ନାସା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ପ୍ରଦାନ କରାଯାଇଛି ।

subhransu sukla

ଭାରତୀୟ ସମୟ ଦିନ ୧୨ଟା ୦୧ରେ ଉଡ଼ାଣ ଭରିବ ମିଶନ୍ ଆକ୍ସିଅମ୍ ଫୋର୍। ୩ ମହାକାଶଚାରୀଙ୍କ ସହ ଉଡ଼ାଣ ଭରିବେ ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳା । 'ନାସା'ର କେନେଡ଼ି ସ୍ପେଶ ସେଣ୍ଟରରୁ ସ୍ପେସ ଏକ୍ସ ଡ୍ରାଗନ୍ ଜରିଆରେ ମହାକାଶକୁ ଯିବେ ଶୁଭାଂଶୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+