Get Updates
Get notified of breaking news, exclusive insights, and must-see stories!

ଏଠି ଟମାଟୋ କେଜି ୨୫୦ ଟଙ୍କା: ଲୋକେ ଟମାଟୋ ଖାଇବେ ନା ଦେଖିକି ପେଟ ଭରି ଦେବେ ?

Tomato Price In Uttarakhand: ଆମ ରାଜ୍ୟରେ ତ ଟମାଟୋ ଦର ଏବେ ବି ୧୦୦ ପାର୍‌ ରହିଥିବା ବେଳେ ଦେଶର କିଛି ରାଜ୍ୟରେ ଏହାର ଦର ୨୫୦ ଛୁଇଁଛି । ତେବେ ଏଥିପାଇଁ ଏବେ ଖାଉଟି ମୁଣ୍ଡରେ ହାତ ଦେଇ ବସିଛି ।

ଅନେକ ପରିବାର ଦାମ କିଲୋ ପିଛା ୧୦୦ ଟଙ୍କା ବା ତା' ପାଖାପାଖି ରହିଛି । କଞ୍ଚାଲଙ୍କା କେଜି କେଉଁଠି ୩୦୦ ଟଙ୍କା ତ କେଉଁଠି ୪୦୦ ଟଙ୍କା ରହିଛି । ସେମିତି ଟମାଟୋ ଦର ଦେଶର ବିଭିନ୍ନ ସ୍ଥାନରେ ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି । ମାତ୍ର ଉତ୍ତରାଖଣ୍ଡରେ ଟମାଟୋ କେଜି ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି ।

Tomato Price In Uttarakhand

ନ୍ୟୁଜ୍ ଏଜେନ୍ସି ANIର ରିପୋର୍ଟ ମୁତାବକ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀରେ ଟମାଟୋ ମୂଲ୍ୟ ୨୦୦ରୁ ୨୫୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି । ଚେନ୍ନାଇରେ ଟମାଟୋ ବର୍ତ୍ତମାନ କିଲୋଗ୍ରାମ ପ୍ରତି ୧୦୦ରୁ ୧୩୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । କର୍ଣ୍ଣାଟକରେ ଟମାଟୋର ମୂଲ୍ୟ ଆକାଶଛୁଆଁ ରହିଛି । ବେଙ୍ଗାଲୁରୁରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ରୁ ୧୨୧ ଟଙ୍କା ରହିଛି ।

ତେବେ ଟମାଟୋର ଏଭଳି ଦର ଦେଖି ତାମିଲନାଡୁ ସରକାର ରିହାତି ବ୍ୟବସ୍ଥା କରିଛନ୍ତି । ଲୋକଙ୍କ ବୋଝକୁ ହାଲୁକା କରିବା ପାଇଁ ଚେନ୍ନାଇର ବିଭିନ୍ନ ରାସନ ଦୋକାନରେ କେଜି ପ୍ରତି ୬୦ ଟଙ୍କାରେ ଟମାଟୋ ବିକ୍ରି କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+