Get Updates
Get notified of breaking news, exclusive insights, and must-see stories!

One Nation One Election: ଆଜି ଲୋକସଭାରେ ଆସିପାରେ ଏକକ ନିର୍ବାଚନ ବିଲ୍

One Nation One Election: ଆଜି ଲୋକସଭାରେ ଆସିପାରେ ଏକକ ନିର୍ବାଚନ ବିଲ୍ । ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ସେହିପରି ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ବିଜେପି ହ୍ୱିପ୍ ଜାରି କରିଛି । ସେହିପରି କିଛି ଦିନ ପୂର୍ବରୁ ଏକକ ନିର୍ବାଚନ ବିଲକୁ ମିଳିଥିଲା କ୍ୟାବିନେଟ୍ ମଞ୍ଜୁରୀ ।

ସୂଚନା ଅନୁସାରେ, ମଙ୍ଗଳବାର ସଂସଦର ଶୀତ ଅଧିବେଶନରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଡିସେମ୍ବର 17 ଦିନ ଦ୍ୱିପ୍ରହର ପରେ 'One Nation One Election' ବିଲ୍ ଉପରେ ଆଲୋଚନା ହେବାର ସମ୍ଭବନା ରହିଛି । ବିଜେପି ଏହାର ସମସ୍ତ ଲୋକସଭା ସାଂସଦଙ୍କୁ ଏହି ଦିନ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରିଛି ।

One Nation One Election

ସେହିପରି ଦ୍ୱିତୀୟରେ ଦିଲ୍ଲୀ, ପଣ୍ତେଚେରୀ ଏବଂ ଜମ୍ମୁକଶ୍ମୀର ପରି କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି କରିବା ନେଇ ଗୁରୁତ୍ୱ ଦିଆଯିବ । ମଙ୍ଗଳବାର ଲୋକସଭାରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ଆଗତ ହୋଇପାରେ ଯେଉଁଥିପାଇଁ ବିଜେପି ତରଫରୁ ଲୋକସଭାର ସମସ୍ତ ସାଂସଦଙ୍କୁ ଡିସେମ୍ବର ୧୭ରେ ଗୃହରେ ଉପସ୍ଥିତ ରହିବାକୁ ତିନି ଲାଇନ୍ ବିଶିଷ୍ଟ ଏକ ହ୍ୱିପ୍ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+