ଆଜି ଆରବସାଗରରେ ଭାରତ ଓ ପାକିସ୍ତାନର ସମରାଭ୍ୟାସ, ଦେଖିବ ସାରା ବିଶ୍ଵ

ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍‌ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆରବ ସାଗରରେ ଯୁଦ୍ଧାଭ୍ୟାସ ରଣନୈତିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ।

India and Pakistan

ତେବେ ଏନେଇ ଦୁଇ ଦେଶର ନୌସେନା ମଧ୍ୟରେ ପ୍ରତ୍ୟକ୍ଷ ସମନ୍ବୟ ଥିବାର କୌଣସି ସୂଚନା ପ୍ରତିରକ୍ଷା ଅଧିକାରୀ ଦେଇନାହାନ୍ତି। ମେ' ୭ରେ ଭାରତୀୟ ସେନାର ଅପରେଶନ ସିନ୍ଦୂର ଜନିତ ଉତ୍ତେଜନା ପରେ ପ୍ରଥମ ଥର ପାଇଁ ୨ ନୌସେନା ଏକ ସମୟରେ ସମରାଭ୍ୟାସ କରିବାକୁ ଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+