ପୁଣି ମହଙ୍ଗା ହେଲା ସୁନା, ଜାଣନ୍ତୁ ରୂପା ଦର
Gold-Silver Price In India: ଭାରତରେ ସୁନା ମୂଲ୍ୟ ଦିନକୁ ଦିନ ପରିବର୍ତ୍ତନ ହେଉଛି । ଆଜି ଭାରତରେ 22 କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ଗ୍ରାମ ପିଛା, 7,225 ଥିବାବେଳେ 24 କ୍ୟାରେଟ୍ ସୁନା ହାର ପ୍ରତି ଗ୍ରାମରେ, 7,882 ରହିଛି । ଆଜି ଭାରତରେ ରୂପା ମୂଲ୍ୟ ୧ କିଲୋଗ୍ରାମକୁ 92,500 ଟଙ୍କା ରହିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 72,250 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ଦର 78,890 ଟଙ୍କା ରହିଛି । ସେହିପରି ମୁମ୍ବାଇରେ 24 କ୍ୟାରେଟ୍ ସୁନାର ଦର 72,250 ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀରେ 22 କ୍ୟାରେଟ୍ ସୁନା ଦର 72,400 ଟଙ୍କା ଏବଂ 24 କ୍ୟାରେଟ୍ ସୁନାର ଦର 78,860 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନା ଦର 72,250 ଟଙ୍କା 24 କ୍ୟାରେଟ୍ ସୁନାର ଦର 78,820 ଟଙ୍କା ରହିଥିବା ନେଇ ସୂଚନା ରହିଛି । କୋଲକତାରେ 22 କ୍ୟାରେଟ୍ ସୁନା ଦର 72,250 ଟଙ୍କା ଏବଂ 24 କ୍ୟାରେଟ୍ ସୁନାର ଦର 78,820 ଟଙ୍କା ରହିଛି ।












Click it and Unblock the Notifications